Health tips and news

Health tips and news

E-Scooter: ଡବଲ୍‌ ଧମାକା ଥରେ charge କର 200.KM ଦୌଡିବ


 E-Scooter: ଡବଲ୍‌ ଧମାକା  ଥରେ charge କର 200.KM ଦୌଡିବ

E-Scooter: ବଜାରରେ electric ଗାଡିଗୁଡିକର ପସନ୍ଦ ବୃଦ୍ଧି ପାଉଛି , କମ୍‌ ଖର୍ଚ୍ଚ ହେଉଥିବାରୁ ବହୁ ମାତ୍ରାରେ electric bike କିଣୁଛନ୍ତି , କେବଳ ଖର୍ଚ୍ଚ କମ୍ ହେଉଛି ତାହା ନୁହେଁ ବରଂ ପରିବେଷ ପ୍ରଦୂଷଣ and ଶବ୍ଦ ପ୍ରଦୂଷଣରୁ ବି ରକ୍ଷା ହୋଉଛି , ପସନ୍ଦ କରୁଥିବା ଲୋକଙ୍କ ଦୃଷ୍ଟିରେ ରଖି କମ୍ପାନୀ ମାନେ ପ୍ରତିଦିନ ନୂଆ ନୂଆ Model E-Scooter lunch କରୁଛନ୍ତି , ଏବେ ଗୋଟିଏ Company ଧମାକାଦାର E Scooter launch କରୁଛି , ଯାହାକି ଅନ୍ୟ company ଙ୍କୁ ନିଦ ହଜାଇଛି ?



 ଆପଣ ଗୋଟିଏ ଗାଡିରେ ଦୁଇଟି ଲେଖାଏଁ battery ପାଇପାରିବେ ଯାହା ଫଳରେ ଦୁର ସ୍ଥାନକୁ ଯିବା ଆସିବା ପାଇଁ ଆଉ ସମସ୍ୟାର ସାମ୍ନା କରିବାକୁ ପଡିବନି ,

Komaki Company ପକ୍ଷରୁ ବଜାରକୁ ଆସିଛି E-Scooter  ଯାହାର Design ଅତି ଆକର୍ଷଣୀୟ ହୋଇଥିବା ବେଳେ future ମଧ୍ୟ ଗ୍ରାହକଙ୍କୁ ଟାଣି ଆଣିବାକୁ ବାଧ୍ୟ କରୁଛି , Komaki SE Double Scooter Double Coler ମାର୍କେଟ ରେ ଗୋଟିଏ Brown Color ରହୁଥିବା ବେଳେ ଅନ୍ୟଟି Green Color ରହିଛି Scooter ମୂଲ୍ୟ ମଧ୍ୟ ଯଥେଷ୍ଟ ଭଲ ରହିଛି , ଏହାର EX Soroom ମୂଲ୍ୟ ୧.୨୮ ଲକ୍ଷ ଟଙ୍କା ରହିଛି ?


What are the features?

Company PO4 Smart Bettery ରଖିଛି ଏହି Bettery ଯଥେଷ୍ଟ ସୁରକ୍ଷିତ ଏବଂ Fireproof ମଧ୍ୟ ଅଛି, E-Scooter ଫୁଲ୍ ଚାର୍ଜ ହେବା ପାଇଁ ୪ ଘଣ୍ଟା ଲାଗଥାଏ , ଏହି ସ୍କୁଟରରେ ୩ ହଜାର ୱାଟ୍ ହବ୍ ମୋଟର ମଧ୍ୟ ଲାଗିଛି , ଏଥିରୁ ଏଲଇଡି DRL ଲାଇଟ୍ ମଧ୍ୟ ଅଛି , ଫୁଲ ଚାର୍ଜ ହେଲେ ଏହି ସ୍କୁଟର୍ ୨୦୦ କିମି ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ ?