Health tips and news

Health tips and news

Politics news: ମହେନ୍ଦ୍ର ସିଂହ ଧୋନି ପଳିଟିକ୍ସ ରେ କରିବେ ବ୍ୟାଟିଂ

Politics news: ମହେନ୍ଦ୍ର ସିଂହ ଧୋନି ପଳିଟିକ୍ସ ରେ କରିବେ ବ୍ୟାଟିଂ 

 ମହେନ୍ଦ୍ର ସିଂହ ଧୋନି କ୍ରିକେଟ ଜଗତରେ ଜଣେ ଭଲ କ୍ୟାପଟେନ ବି ଥିଲେ ତାଙ୍କ କ୍ରିକେଟ କେରିଆର ବି ବହୁତ୍ ଭଲ ଥିଲା , ରାଜନୈତିକ ଦଳର ସାମିଲ ହୋଇ ନିର୍ବାଚନ ପଡ଼ିଆରେ କରିପାରନ୍ତି ବ୍ୟାଟିଂ ?

ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି ନିର୍ଦ୍ଧିଷ୍ଟ ଦଳର ନେତାଙ୍କ ଫଟୋ ଭାଇରାଲ ହେଲା ପରେ ଏନେଇ ଚର୍ଚ୍ଚା ମଜଭୁତ ହୋଇଛି ?

ମହେନ୍ଦ୍ର ସିଂହ ଧୋନି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କ୍ରିକେଟ ପଡ଼ିଆରୁ ଦୂରରେ ଥାଇପାରନ୍ତି, କିନ୍ତୁ ଲୋକଙ୍କ ହୃଦୟରେ ନିଜର ସ୍ଥାନ ବଜାଏ ରଖିଛନ୍ତି ?

କିନ୍ତୁ ବର୍ତ୍ତମାନ ଏପରି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ନେଇ ଅନେକ ଆକଳନ କରାଯାଇଛି , ଭାଇରାଲ ହେଉଥିବା ଏକ ଫଟୋରେ ମହେନ୍ଦ୍ର ସିଂହ ଧୋନି ବିଜେପିର ବରିଷ୍ଠ ନେତାଙ୍କ ସହ ଆସୁଛନ୍ତି ?

ରିପୋର୍ଟ ଅନୁସାରେ ମହେନ୍ଦ୍ର ସିଂହ ଧୋନି ରାଞ୍ଚି ବିମାନବନ୍ଦର ରେ ବିଜେପି ନେତାଙ୍କୁ ଭେଟିଥିଲେ, ଯେଉ ନେତାଙ୍କ ସହ ଧୋନି ଭେଟିଥିଲେ ସେମାନେ ହେଲେ ପୂର୍ବତନ ରାଜ୍ୟ ବିଜେପି ସଭାପତି ଦୀପକ ପ୍ରକାଶ ?

ଏହା ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ରାଜନୀତି କୁ ନେଇ ଚର୍ଚ୍ଚା ହେଉଥିଲା ମାହି କୁ ରାଜନୀତିରେ ଯୋଗ ଦେବା ପାଇଁ ବିଜେପି ପକ୍ଷରୁ ଅଫର୍ ଦିଆଯାଉଥିଲା, କିଛି ଦିନ ପୂର୍ବରୁ ଦଳ ପକ୍ଷରୁ ମହେନ୍ଦ୍ର ସିଂହ ଧୋନି ହେଉଛନ୍ତି ଆମ ଦେଶର ଗର୍ବ ?

ମହେନ୍ଦ୍ର ସିଂହ ଧୋନି ଆମ ସହ ରାଞ୍ଚିରେ ଯୋଗଦାନ ସମସ୍ତେ ଖୁସି ହେବୁ, କିନ୍ତୁ ସବୁକିଛି ମହେନ୍ଦ୍ର ସିଂହ ଧୋନିଙ୍କ ଇଚ୍ଛା ଉପରେ ନିର୍ଭର କରେ ?